
ଭୁବନେଶ୍ୱର– ଅନ୍ତର୍ଜାତୀୟ ଯୋଗଦିବସର ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ । ଏନେଇ ସୋସିଆଲ ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଅନ୍ତର୍ଜାତୀୟ ଯୋଗଦିବସର ସମସ୍ତଙ୍କୁ ହାର୍ଦ୍ଦିକ ଶୁଭକାମନା । ଆସନ୍ତୁ ଯୋଗକୁ ଆମ ଦିନଚର୍ଯ୍ୟାରେ ସାମିଲ କରି ସୁସ୍ଥ ସମାଜ ନିର୍ମାଣରେ ସହଭାଗୀ ହେବା ।