ଭୁବନେଶ୍ୱର – ଷୋଡଶ ବିଧାନସଭାର ତୃତୀୟ ଅଧିବେଶନକୁ କ୍ୟାବିନେଟ୍ ବୈଠକରେ ଅନୁମୋଦନ ମିଳିଛି । ଏହି ବୈଠକରେ ଓଡିଶା ଏଜୁକେସନାଲ ରୁଲ୍ ର ସଂଶୋଧନ ପାଇଁ ପ୍ରସ୍ତାବ ଆସିଥିଲେ ହେଁ ଆଲୋଚନା ହୋଇଥିଲେ ନହୋଇ ଘୁଂଚାଇ ଦିଆଯାଇଥିଲା ବୋଲି ମୁଖ୍ୟ ଶାସନ ସଚିବ ଅସୀତ୍ ତ୍ରିପାଠୀ ପ୍ରକାଶ କରିଛନ୍ତି । ପଂଚମ ରାଜ୍ୟ ଅର୍ଥ କମିଶନ ରିପୋର୍ଟ ଉପରେ ନିଆଯାଇଥିବା ଆକ୍ସନ୍ ରିପୋର୍ଟ ଆଲୋଚନା ହୋଇଥିଲା ହୋଇ ମଂଜୁର ହୋଇଥିଲା । ଏହାକୁ ବିଧାନସଭାରେ ଉପସ୍ଥାପନ କରିବାପାଇଁ ସ୍ଥିର ହୋଇଛି ।
Related Stories
November 27, 2024
November 27, 2024