
ଭୁବନେଶ୍ୱର– ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି ପିଏମ ମୋଦି । ଏହାପୂର୍ବରୁ ଓଡ଼ିଶା ମାଟିକୁ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରିଛନ୍ତି ମୁଖ୍ୟମନ୍ତ୍ରୀ । ସୋସିଆଲ ମିଡିଆ ଏକ୍ସରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ, ବିକାଶ ପୁରୁଷ, ଆମ ସମସ୍ତଙ୍କର ପ୍ରେରଣା ପୁଞ୍ଜ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କୁ ଓଡ଼ିଶାର ପବିତ୍ର ଭୂମିକୁ ହାର୍ଦ୍ଦିକ ସ୍ବାଗତ।