
ଭୁବନେଶ୍ୱର– ଓଡ଼ିଶାରେ ମୋହନ ସରକାରର ଏକ ବର୍ଷ ପୂର୍ତି ଉତ୍ସବ ପାଳନ କାର୍ଯ୍ୟକମରେ ଯୋଗ ଦେବା ପାଇଁ ଭୁବନେଶ୍ୱରରେ ପହଂଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସ୍ୱତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱର ବିମାନ ବନ୍ଦରରେ ମୋଦି ପହଂଚିବା ପରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି। ଏହାପରେ ସେ ଏକ ଶୋଭାଯାତ୍ରାରେ ଜନତା ମଇଦାନ ଅଭିମୁଖେ ବାହାରିଛନ୍ତି।