
ସରକାରୀ ଧନ ହେରାଫେରି-କନ୍ଧମାଳରେ ପୂର୍ବତନ ପିଇଓ ଅକ୍ରୁରା ମାଝୀ 53 ଲକ୍ଷ ଟଙ୍କା ହଡପ କରିବା ଅଭିଯୋଗରେ ଗିରଫ
ବିଜେପି ସାଂସଦ ଅଭିଜିତ ଗଙ୍ଗୋପାଧ୍ୟାୟଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର, ଆଇସିୟୁକୁ ସ୍ଥାନାନ୍ତର
୬୩ ରାଷ୍ଟ୍ରୀୟ ରାଇଫଲ୍ସ ବାଟାଲିୟନର କମାଣ୍ଡିଂ ଅଫିସର କର୍ଣ୍ଣେଲ ସୋମନାଥ ମିଶ୍ରଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ
ସାମରିକ ବିମାନରେ ଇସ୍ରାଏଲରୁ କିଛି ଦୂତବାସ କର୍ମୀ ଓ ପରିବାର ସଦସ୍ୟଙ୍କୁ ବାହାର କଲା ଆମେରିକା
ଦେଶରେ ଚାରିଟି ରାଜ୍ୟର 5ଟି ବିଧାନସଭା ସିଟରେ ଉପନିର୍ବାଚନ ପାଇଁ ମତଦାନ ଆରମ୍ଭ
ପ୍ରଧାନମନ୍ତ୍ରୀ ମୋଦିଙ୍କ ଐତିହାସିକ କ୍ରୋଏସିଆ ଯାତ୍ରା, ଦ୍ୱିପାକ୍ଷିକ ସଂପର୍କକୁ ମିଳିଲା ନୂଆ ଗତି
କୁମ୍ଭକର୍ଣ୍ଣ ନିଦ୍ରାରେ ଅବକାରୀ ବିଭାଗ : ମହୁଲ ବିକାଳି ବେହାଲ, ଦଲାଲ୍ ମାଲେମାଲ୍
ବଡଦାଣ୍ଡରେ ରଥ ନିର୍ମାଣ କାର୍ଯ୍ୟ ବୁଲି ଦେଖିବା ସହ ସମୀକ୍ଷା ବୈଠକରେ ମୁକେଶ ମହାଲିଙ୍ଗଙ୍କ ଯୋଗଦାନ
କ୍ରୋଏସିଆର ରାଷ୍ଟ୍ରପତିଙ୍କୁ ପଟ୍ଟଚିତ୍ର ଉପହାର ଦେଇଥିବାରୁ ପିଏମ ମୋଦିଙ୍କୁ ଧନ୍ୟବାଦ ଜଣାଇଲେ ପ୍ରଭାତି ପରିଡା
ରଥଯାତ୍ରା ପୂର୍ବରୁ ପୁରୀରେ ଜଳବାହିତ ରୋଗ ନିବାରଣ ବ୍ୟବସ୍ଥାକୁ କଡାକଡି କରିବାକୁ ନିର୍ଦ୍ଦେଶ
ସମ୍ବଲପୁରରେ କୃଷିଭିତ୍ତିକ ବିକାଶ ଓ ଗବେଷଣାକୁ ବଢାଇବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ରମନ୍ତ୍ରୀଙ୍କ ଚିଠି