
ଭୁବନେଶ୍ୱର– ଗୋପାଳପୁର ଯୁବତୀଙ୍କୁ ଗଣ ଦୁଷ୍କର୍ମ ନେଇ କଂଗ୍ରେସର ହାଲ୍ଲା ବୋଲ୍ । ପିସିସି ସଭାପତି ଭକ୍ତ ଦାସଙ୍କ ନେତୃତ୍ୱରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ କରିଛି କଂଗ୍ରେସ । କଂଗ୍ରେସ ଭବନରୁ ବରିଷ୍ଠ ନେତା ଓ ବିଧାୟକଙ୍କ ସହ ଛାତ୍ର ଓ ଯୁବ କଂଗ୍ରେସର ଶତାଧିକ କର୍ମୀ ବାହାରି ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ କରିଛନ୍ତି ।