
ଗଞ୍ଜାମ – ଭଞ୍ଜନଗର ଆରଏମସିର କୋଟିକୋଟି ଟଙ୍କା ଏକାଉଂଟ ଟେଂଟ ଓ ପୂର୍ବତନ ସମ୍ପାଦକ ଦ୍ୱାରା ହଡ଼ପ ହୋଇଥିବା ଘଟଣା ସରକାରୀ ଅଡିଟ୍ ପରେ ଲୋକଲୋଚନକୁ ଆସିଛି । ଏଠାରେ ୧୩ଟି ଚେକଗେଟ୍ରୁ ଆଦାୟ ଅର୍ଥକୁ ବାଟମାରଣା କରାଯାଇଥିବା ସୂଚନା ମିଳିଛି । ପ୍ରଥମ ବିଲ୍ର ଆଦାୟ ଅର୍ଥକୁ ଦ୍ୱିତୀୟ ବିଲ୍ କମ ଅର୍ଥ ଆଦାୟ ବୋଲି ଉଲ୍ଲେଖ ଦେଇଥିବା ଜଣାପଡ଼ିଛି । ଗଞ୍ଜାମ ଜିଲ୍ଲା ବିଜୟ ଅମୃତ କୁଲାଙ୍ଗେ ଘଟଣାର ତଦନ୍ତ କରିବାକୁ ବିଭାଗୀୟ କାର୍ଯ୍ୟକର୍ତା ନିର୍ଦ୍ଦେଶ ଦେଇଛନ୍ତି ।