
ଭୁବନେଶ୍ୱର- ପବିତ୍ର ରଜ ପର୍ବର ଶୁଭେଚ୍ଛା ଜଣାଇଲେ ସ୍ୱାସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ । ଏନେଇ ସୋସିଆଲ ମିଡିଆ ଏକ୍ସରେ ମନ୍ତ୍ରୀ କହିଛନ୍ତି ଯେ, ପବିତ୍ର ରଜ ପର୍ବ ଉପଲକ୍ଷେ ହାର୍ଦ୍ଦିକ ଅଭିନନ୍ଦନ ଏବଂ ଶୁଭେଚ୍ଛା ଜଣାଉଛି। ଆସନ୍ତୁ ଏହି ମହାନ ପର୍ବ ଅବସରରେ ପ୍ରକୃତି, ଧରିତ୍ରୀ ଓ ନାରୀଙ୍କୁ ପୂଜା କରିବା ଏବଂ ସମ୍ମାନ ଜଣାଇବା।