ଭୁବନେଶ୍ୱର– ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଜନ୍ମ ନେଲେ ୨ ବାଘ ଶାବକ । ଧଳା ବାଘୁଣୀ ମୌସୁମୀ ଦୁଇଟି ଛୁଆ ଜନ୍ମ ଦେଇଛି । ମାଆ ଛୁଆଙ୍କୁ ମନିଟରିଂରେ ରଖାଯାଇଛି । ନନ୍ଦନକାନନରେ ବାଘ ସଂଖ୍ୟା ୨୯କୁ ବୃଦ୍ଧି ପାଇଛି ।