ଭୁବନେଶ୍ୱର – ଚଳିତ ବର୍ଷ ମାଟ୍ରିକ୍ ପରୀକ୍ଷାରେ ପ୍ରଶ୍ନପତ୍ର ଭାଇରାଲ ଯେପରି ନହେବ ସେଥିପ୍ରତି ଦୃଷ୍ଟି ଦିଆଯାଇଛି । ଯଦି କୌଣସି କ୍ଷେତ୍ରରେ ଏଭଳି ହୁଏ ତେବେ ସମ୍ପୃକ୍ତ କେନ୍ଦ୍ରର ମୁଖ୍ୟଙ୍କୁ ଦାୟୀ କରାଯିବ ଏବଂ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏହା ନହେବା ପାଇଁ କୋଡିଂ ବ୍ୟବସ୍ଥା କରାଯାଇଛି ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀରରଂଜନ ଦାଶ ପ୍ରକାଶ କରିଛନ୍ତି ।
Related Stories
November 23, 2024