
ନୂଆଦିଲ୍ଲୀ– ଇଦ୍-ଉଲ ଜୁହାର ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏନେଇ ସୋସିଆଲ ମିଡିଆ ଏକ୍ସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, “ଇଦ ଉଲ୍ ଅଜହାର ହାର୍ଦ୍ଦିକ ଶୁଭେଚ୍ଛା। ଏହି ଅବସର ସଦ୍ଭାବକୁ ପ୍ରେରଣା ଦେଉ ଓ ଆମ ସମାଜରେ ଶାନ୍ତିର ସୂତ୍ରଧାରକୁ ଅଧିକ ସୁଦୃଢ଼ କରୁ। ସମସ୍ତଙ୍କ ଉତମ ସ୍ୱାସ୍ଥ୍ୟ ଓ ସମୃଦ୍ଧିର କାମନା କରୁଛି।”