
ଝାରସୁଗୁଡ଼ା: ଆଜି ଦିନ ୧୦ରେ ବେଦାନ୍ତ କମ୍ପାନୀ ସମୀପ ସୁନାରି ଗାଁ ନିକଟ ରେ ଟ୍ରକ ଓଆର ୦୫ ଏକ୍ସ ୩୭୩୮ ଧକ୍କା ଦେଇଥିଲା ଫଳରେ ଘଟଣା ସ୍ଥଳରେ ରେ ହିଁ ଗୋରୁ ମୃତ ହୋଇ ଯାଇଛି। ଘଟଣା ବିଷୟରେ ରେ ସୂଚନା ପରେ ବଜରଙ୍ଗଦଳ ସଦସ୍ୟ ମାନେ ରାସ୍ତା ଅବରୋଧ କରିବା ସହ ଆର୍ଥିକ କ୍ଷତି ପାଇଁ ଦାବି କରିଥିଲେ। ପ୍ରଶାସନ ତରଫରୁ ଦାବି ପୂରଣ ପାଇଁ ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକ ପ୍ରତ୍ୟାହୃତ କରିଥିଲେ।