ଭୁବନେଶ୍ୱର– ସାବିତ୍ରୀ ଅମାବାସ୍ୟାର ଅଭିନନ୍ଦନ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏନେଇ ସୋସିଆଲ ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଓଡ଼ିଆ ସଂସ୍କୃତି ଓ ପରମ୍ପରାର ଅନନ୍ୟ ପର୍ବ ‘ସାବିତ୍ରୀ ଅମାବାସ୍ୟା’ ଅବସରରେ ଅଭିନନ୍ଦନ ।