ଭୁବନେଶ୍ୱର– ଓଡ଼ିଶାରେ ଖୋଲିବ ସାଇବର କ୍ରାଇମ କମାଣ୍ଡ ସେଂଟର । ପୋଲିସ୍ ମହାନିର୍ଦ୍ଦେଶକ ୱାଇ. ବି ଖୁରାନିଆ ଏହି ସୂଚନା ଦେଇଛନ୍ତି। ସୋମବାର ୧୪ଟି ସାଇବର ଥାନାଧିକାରୀଙ୍କୁ ନେଇ ୪ଦିନିଆ କର୍ମଶାଳା ଆରମ୍ଭ ହୋଇଛି। କର୍ମଶାଳା ଅବସରରେ ଡିଜିପି ଏହି ସୂଚନା ଦେଇଛନ୍ତି।