ଭୁବନେଶ୍ୱର – ମେଂଚଶ୍ୱର ଥାନା ଅଂଚଳରେ ରିଲସ ବନେଇବା ପାଇଁ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ମେଂଚଶ୍ୱର ଥାନା ପୋଲିସ । ଗିରଫ ଅଭିଯୁକ୍ତ ମାନେ ହେଲେ ସୂର୍ଯ୍ୟକାନ୍ତ ବେହେରା, ବିଶ୍ୱନାଥ ଜେନା ଏବଂ ପ୍ରିୟବ୍ରତ ରାଉତ। ସେମାନଙ୍କ ନିକଟରୁ ପୋଲିସ ଦୁଇଟି ଖଣ୍ଡା ଜବତ କରିଛି। ଗିରଫ ଅଭିଯୁକ୍ତ ମାନଙ୍କ ନାଁରେ ସହିଦନଗର ଏବଂ ମେଂଚଶ୍ୱର ଥାନାରେ ଏକାଧିକ ମାମଲା ରହିଛି। ଏହି ଘଟଣାରେ ଫେରାର ଥିବା ଅନ୍ୟ ଅଭିଯୁକ୍ତ ମାନଙ୍କୁ ଖୋଜୁଛି ପୋଲିସ। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଆକ୍ରମଣ କରିଥିବା ତଦନ୍ତରୁ ଜଣାପଡିଥିବା କହିଛନ୍ତି ଭୁବନେଶ୍ୱର ଡିସିପି ଜଗମୋହନ ମିନା।
Related Stories
December 9, 2025
December 9, 2025
December 9, 2025
