ଭୁବନେଶ୍ୱର– ଗୁଜରାଟରେ ଫାଲକନ୍ ଗ୍ରୁପର ନୂଆ ଫ୍ରୋଜେନଫୁଡ଼ ପ୍ଲାଣ୍ଟ ଉଦଘାଟନ ହୋଇଛି। ଯାହାର ନାଁ ରହିଛି ଫାଲକନ୍ ଏଗ୍ରୀଫ୍ରିଜ୍ ଫୁଡ଼ । ଭାରତର ସର୍ବବୃହତ ଫ୍ରେଞ୍ଚ୍ ଫ୍ରାଏଜ୍ କାରଖାନା । ମାତ୍ର ୨ ବର୍ଷ ମଧ୍ୟରେ ଏହି କାରଖାନା ସ୍ଥାପନ ହୋଇପାରିଛି ।