
ଗଞାମ– ରାଜ୍ୟର ସମସ୍ତ ସରକାରି କର୍ମଚାରୀ ଓ ପେନସନଧାରୀ ମାନଙ୍କୁ ଆୟୁଷ୍ମାନ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମରେ ସାମିଲ୍ କରିବା ପାଇଁ ଜନସାଧାରଣରେ ଦାଵି ହେଉଛି। ସରକାର ୬୦ ଵର୍ଷରୁ ଉର୍ଦ୍ଧ୍ବ ବୟସ୍କ ବ୍ୟକ୍ତି ମାନଂକୁ ବରିଷ୍ଠ ନାଗରିକ ରୂପେ ବିବେଚିତ କରୁଛନ୍ତି। ଏଣୁ ବରିଷ୍ଠ ନାଗରିକ ମାନଙ୍କୁ ଆୟୁଷ୍ମାନ ଵୟୋଵନ୍ଦନା କାର୍ଯ୍ୟକ୍ରମରେ ସାମିଲ୍ କରିବାକୁ ଗଞ୍ଜାମ ଜିଲ୍ଲାର ବିଭିନ୍ନ ସଂଗଠନ ପକ୍ଷରୁ ରାଜ୍ୟ ସରକାରଙ୍କ ଠାରେ ଦାବି କରାଯାଇଛି।