
ପୁରୀ– ପୁରୀ ଜିଲ୍ଲାରେ ମଇ ମାସର ଯୁଗ୍ମ ଅଭିଯୋଗ ଶୁଣାଣୀ ତାରିଖ ଅନୁସାରେ ମଇ ମାସ ୧୩ ତାରିଖରେ ଜିଲ୍ଲା ସଦର ମହକୁମାରେ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହେବ । ସେହିପରି ୧୯ ତାରିଖରେ ଗୋପ ବ୍ଲକ ପରିସରରେ ଓ ୨୬ ତାରିଖରେ ଜିଲ୍ଲା ସଦର ମହକୁମାରେ ପୂର୍ବାହ୍ନ ୭ଟା ରୁ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହେବ ବୋଲି ଜିଲ୍ଲା ଅଭିଯୋଗ ଶୁଣାଣି ଅଧିକାରୀ ଆଶୁତୋଷ ଦେ ସୂଚନା ଦେଇଛନ୍ତି।