
ଗଞ୍ଜାମ– ଵୁଗୁଡା ଥାନା ଅଂଚଳର ଏକ ଗ୍ରାମର ଜନୈକା ଵିଵାହିତା ମହିଳାଙ୍କୁ ଵଳାତ୍କାର ଅଭିଯୋଗରେ ବେଲପୁର ଗ୍ରାମର ସଚ୍ଚିଦାନନ୍ଦ ରାଉତ(୨୭) କୁ ପୁଲିସ ଗିରଫ କରିଛି। ଏହି ମହିଳା ତିନୋଟି ସନ୍ତାନର ରଜନୀ l ମହିଳାଙ୍କ ସ୍ବାମୀ ଚେନ୍ନାଇରେ କାମ କରୁଥିବା ବେଳେ ଏହାର ସୁଯୋଗ ନେଇ ସମ୍ପର୍କୀୟ ଦିଅର ସଚ୍ଚିଦାନନ୍ଦ ପ୍ରଲୋଭନ ଦେଖାଇ ବଳାତ୍କାର କରିଥିଲା । ମହିଳାଙ୍କ ଅଭିଯୋଗ କ୍ରମେ ପୁଲିସ ଅଭିଯୁକ୍ତ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛି।