ଭୁବନେଶ୍ୱର– ସାଂପ୍ରତିକ ପରିସ୍ଥିତି ଯୋଗୁ ଭୁବନେଶ୍ୱର ବିମାନ ବନ୍ଦରରୁ 2ଟି ବିମାନ ଉଡାଣ ସାମୟିକ ଭାବେ ବାତିଲ କରାଯାଇଛି । ଭୁବନେଶ୍ୱରରୁ ଗାଜିଆବାଦ ଓ ଭୁବନେଶ୍ୱର ପାଟଣା ଦେଇ ଚଣ୍ଡିଗଡ଼ ଯାଉଥିବା ବିମାନ ବାତିଲ ହୋଇଛି ।