
-
ଦ୍ୱାଦଶ ଲିଗ୍ ମ୍ୟାଚେର ଓମ୍ ପ୍ରସାଦ ଦାସ ମ୍ୟାନ ଅଫ ଦି ମ୍ୟାଚ
କେନ୍ଦ୍ରାପଡ଼ା -ଟେକନ୍ଦ୍ରାପଡ଼ା ଜିଲା କ୍ରେିକଟ୍ ଆସୋସିଏସନ ଏବଂ ଓସିଏର ମିଳିତ ଆନୁକୂଲ୍ୟେର ବିଜୁ ପଟନାୟକ ଷ୍ଟାଡିୟମ୍େର ଜିଲ୍ଲାସ୍ତରୀୟ ଆନ୍ତଃ ବିଦ୍ୟାଳୟ (୧୫ବଷର୍ରୁ କମ) କ୍ରେିକଟ ଟୁର୍ଣ୍ଣାମେଂଟର ଦ୍ୱାଦଶ ଲିଗ ମ୍ୟାଚ ସ୍କୁଲ-ଇ ଓ ସ୍କୁଲ-ଏଫ ମଧ୍ୟେର ଖେଳାଯାଇଥିଲା । ଏଥେôର ସ୍କୁଲ-ଇ ବିଜୟୀ ହୋଇଛି। ସ୍କୁଲ-ଏଫ ପ୍ରଥେମ ଟସ ଜିତି ବ୍ୟାଟିଂ କରିଥିଲା। ସ୍କୁଲ-ଏଫ ବ୍ୟାଟିଂ କରି ୨୫.୨ ଓଭରେର ୧୧୨ ରନ୍ କରି ଅଲଆଉଟ ହୋଇଯାଇଥିଲା। ଜବାବେର ସ୍କୁଲ-ଇ ୨୮.୪ ଓଭରେର ୬ଉେଇକଟ ବିନିମୟେର ୧୧୩ ରନ୍ କରିଥିଲା। ଫଳେର ୪ଉେଇକଟେର ସ୍କୁଲ-ଇ ବିଜୟୀ ହୋଇଥିଲା। ସ୍କୁଲ-ଇ ଦଳର ଓମ୍ ପ୍ରକାଶ ଦାସ ବ୍ୟାଟିଂ କରି ୮୨ବଲେର ୪ଟି ଚୌକା ସହ ୫୨ରନ କରିଥିବା ବେଳେ ୭ ଓଭର ବୋଲିଂ କରି ୨୪ରନ ଦେଇ ୨ଟି ଉଇକେଟ ନେଇ ମ୍ୟାନ୍ ଅଫ ଦି ମ୍ୟାଚ ହୋଇଥେôଲ। ଅତିଥି ଭୋବ ବରଦା କାନ୍ତ ବରାଳ ଯୋଗେଦଇ ମ୍ୟାନ ଅଫ ଦି ମ୍ୟାଚ ହୋଇଥିବା ଓମ୍ଙ୍କୁ ଟ୍ରଫି ପ୍ରଦାନ କରିଥେôଲ।
ସେହିପରି ଗତକାଲି ଗୁରୁବାର ଏକାଦଶ ଲିଗ ମ୍ୟାଚ ସ୍କୁଲ-ବି ଓ ସ୍କୁଲ-ଡି ମଧ୍ୟେର ଖେଳାଯାଇଥିଲା । ଏଥେôର ସ୍କୁଲ-ଡି ବିଜୟୀ ହୋଇଥିଲା। ସ୍କୁଲ-ବି ପ୍ରଥେମ ଟସ ଜିତି ବ୍ୟାଟିଂ କରିଥିଲା। ସ୍କୁଲ-ବି ବ୍ୟାଟିଂ କରି ୨୧.୧ ଓଭରେର ୯୪ ରନ୍ କରି ଅଲଆଉଟ ହୋଇଯାଇଥିଲା। ଜବାବେର ସ୍କୁଲ-ଡି ୧୯.୨ ଓଭରେର ୪ଉେଇକଟ ବିନିମୟେର ୯୫ ରନ୍ କରିଥିଲା। ଫଳେର ୬ଉେଇକଟେର ସ୍କୁଲ-ଡି ବିଜୟୀ ହୋଇଥିଲା। ସ୍କୁଲ-ଡି ଦଳର ସାଗର କୁମାର ଦାସ ୭ଓଭର ବୋଲିଂ କରି ଗୋଟିଏ େମେଡନ ସହ ୧୯ରନ ଦେଇ ୫ଟି ଉେଇକଟ ନେଇ ମ୍ୟାନ୍ ଅଫ ଦି ମ୍ୟାଚ ହୋଇଥେôଲ। ଅତିଥି ଭୋବ କେନ୍ଦ୍ରାପଡାର ପୂବର୍ତନ କ୍ରେିକଟର ମେନାଜ କୁମାର ସାହୁ ଯୋଗେଦଇ ମ୍ୟାନ ଅଫ ଦି ମ୍ୟାଚ ହୋଇଥିବା ସାଗରଙ୍କୁ ଟ୍ରଫି ପ୍ରଦାନ କରିଥେôଲ।
ଅନୁପ କୁମାର ରାଉତ ଓ ବିଶ୍ୱଜିତ ଅଧିକାରୀ ଅମ୍ପାୟର ଭୋବ ମ୍ୟାଚ ପରିଚାଳନା କରିଥେôଲ । ସ୍କୋରର ଭୋବ ଚିରନ୍ଜିବୀ ବରାଳ କାର୍ଯ୍ୟ ତୁଲାଇଥିବା େବେଳ ସମିର ମହାପାତ୍ର ଖେଳର ଧାରା ବିବରଣୀ ପ୍ରଦାନ କରିଥେôଲ। ଅନ୍ୟମାନଙ୍କ ମଧ୍ୟେର ଜିଲା କ୍ରେିକଟ ଅୋସାସିଏସନର ସମ୍ପାଦକ ଶୁଭାଶିଷ ସେନାପତିଙ୍କ ନେତୃତ୍ୱେର ପ୍ରଫୁଲ୍ଲ କୁମାର ମଲ୍ଲିକ, ଆକବର ଅଲ୍ଲୀ ଖାଁ, ପ୍ରଣବ କୁମାର ଦାସ, ହରିହର ବେହେରା ପ୍ରମୁଖ ଖେଳ ପରିଚାଳନା କରିଥେôଲ।