ଗଞାମ– ଭଞ୍ଜନଗର ଏଡିଜେ ଦେବଦତ୍ତ ପଟ୍ଟନାୟକଙ୍କୁ ଗୁଣପୁର ବଦଳି କରାଯାଇଥିବା ବେଳେ ଗୁଣପୁର ଏଡିଜେ ଶେଖ ଏମଡିକୁଏସଙ୍କୁ ଭଂଜନଗର ଅତିରିକ୍ତ ଜିଲା ଦୌରାଜଜ ରୂପେ ଅବସ୍ଥାପିତ କରାଯାଇଛି । ଏହି ଅବସରରେ ଭଂଜନଗର ଓକିଲ ସଂଘ ତରଫରୁ ତାଙ୍କୁ ଉଛ୍ଛର୍ସିତ ସ୍ୱାଗତ ସଂବର୍ଦ୍ଧନା ଦିଆଯାଇଛି ।