ଭୁବନେଶ୍ୱର– କିଟ୍ରେ ପୁଣି ଜଣେ ନେପାଳୀ ଛାତ୍ରୀ ମୃତ୍ୟୁ ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ସେ କହିଛନ୍ତି ଯେ, କିଟ ପ୍ରସଙ୍ଗ ଆମେ ବିଧାନସଭାରେ ଉଠାଇଥିଲୁ । ଯେ କୌଣସି ଲୋକର ମୃତ୍ୟୁ ଆମକୁ ଛୋଟ କରିଦିଏ । କଣ ଘଟଣା ଘଟିଛି ତାକୁ ଅନୁଧ୍ୟାନ କରିବୁ ।