
କେନ୍ଦୁଝର, କେନ୍ଦୁଝର ସାଂସଦ ଅନନ୍ତ ନାୟକ ଆଜି ପାଟେଶ୍ୱର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଶୁଆକାଟି, ବାଂଶପାଳ ର ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଛନ୍ତି । ଏହି ଉତ୍ସବରେ ମୂଖ୍ୟବକ୍ତା ଭାବରେ ଦର୍ଶନ ବିଦ୍ୟାର୍ଥୀ, ସମ୍ମାନୀତ ଅତିଥି ଡ଼ା. ଫକୀର ମୋହନ ନାଏକ (ବିଧାୟକ ତେଲକୋଇ), ବିଜେପି ଜିଲ୍ଲା ସଭାପତି ଶୁକଦେବ ମହାନ୍ତ ଓ ଧରଣୀଧର ବିଶ୍ଵବିଦ୍ୟାଳୟ ର ଉପ କୁଳପତି ପ୍ରତାପ କୁମାର ମହାନ୍ତି ପ୍ରମୁଖ ଯୋଗ ଦେଇ ଥିଲେ।