
ଭୁବନେଶ୍ୱର– ପଦ୍ମଭୂଷଣ ମନୋଜ ଦାସଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କରିଛନ୍ତି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ । ସୋସିଆଲ ମିଡିଆ ଏକ୍ସର କେଭି ସିଂହଦେଓ କହିଛନ୍ତି ଯେ, ଓଡ଼ିଆ ସାହିତ୍ୟର ପ୍ରଖ୍ୟାତ ଯୁଗସ୍ରଷ୍ଟା ଓ ସାଧକ, ପଦ୍ମଭୂଷଣ ମନୋଜ ଦାସଙ୍କ ଶ୍ରାଦ୍ଧବାର୍ଷିକୀ ଅବସରରେ ବିନମ୍ର ଶ୍ରଦ୍ଧାଞ୍ଜଳି।
ସାହିତ୍ୟ କ୍ଷେତ୍ରରେ ତାଙ୍କର ଅମୂଲ୍ୟ ଅବଦାନ ଓ ଉଚ୍ଚ ମାନବିକ ଚିନ୍ତାଧାରା ସଦା ସମସ୍ତଙ୍କ ପାଇଁ ପ୍ରେରଣାର ସ୍ରୋତ ହୋଇ ରହିବ ବୋଲି ସେ କହିଛନ୍ତି ।