
ଗଂଜାମ– ଗଂଜାମ ଜିଲା ପୁଲିସ ଏସପି ଶୁଭେନ୍ଦୁ କୁମାର ପାତ୍ରଙ୍କ ନିର୍ଦ୍ଦେଶ କ୍ରମେ ଗତ ୧୫ ତାରିଖରୁ ଜିଲାର ବିଭିନ୍ନ ଥାନା ଅଂଚଳରୁ ନିଖୋଜ ହୋଇଥିବା ପିଲାମାନଙ୍କୁ ଉଦ୍ଧାର କରିବା ପାଇଁ ଅଭିଯାନ ଆରମ୍ଭ କରାଯାଇ ପ୍ରାୟ ୨୮ ଜଣ ପିଲାଙ୍କୁ ବିଭିନ୍ନ ସ୍ଥାନରୁ ଉଦ୍ଧାର କରି ଏହି ପିଲାମାନକୁଂ ସେମାନଙ୍କ ପରିବାର ହସ୍ତାନ୍ତର କରାଯାଇଛି ବୋଲି ଗଂଜାମ ଏସପି ସୂଚନା ଦେଇଛନ୍ତି ।