
ଭୁବନେଶ୍ୱର– ପ୍ରକାଶ ପାଇଲା ଜେଇଇ ମେନ୍ ପରୀକ୍ଷା ଫଳ। ଏନଟିଏ ଦ୍ୱାରା ଆୟୋଜିତ ଏହି ପରୀକ୍ଷାର ଫଳ ପ୍ରକାଶ ପାଇଛି। ଜେଇଇ ମେନ୍ ସେସନ ୨ର ପରୀକ୍ଷା ଫଳ ପ୍ରକାଶ ପାଇଛି। ସୂଚନା ଅନୁସାରେ ଏହି ପରୀକ୍ଷାର ପ୍ରଥମ ଭାଗ ଜାନୁଆରୀ ୨୨, ୨୩,୨୪, ୨୮ ଓ ୨୯ ତାରିଖରେ ଅନୁଷ୍ଠିତ ହୋଇଥିଲା। ଏବଂ ୨ୟ ସେସନ ଏପ୍ରିଲ ୨ , ୩, ୪, ୭, ଏବଂ ୮ ତାରିଖ ୫ଟି ସିଟ ରେ ସାରିଥିଲା। ପ୍ରତି ଥର ଭଳି ଏହି ପରୀକ୍ଷା ସିବିଟି ମୋଡ଼ରେ ହୋଇଥିଲା।