
ଭୁବନେଶ୍ୱର– ଗୁଡ୍ ଫ୍ରାଇଡେର ଶୁଭକାମନା ଜଣାଇଛନ୍ତି ବୀରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ସୋସିଆଲ ମିଡିଆ ଏକ୍ସରେ ନବୀନ କହିଛନ୍ତି ଯେ, ଗୁଡ୍ ଫ୍ରାଇଡେର ଏହି ପବିତ୍ର ଅବସର ଆମ ଜୀବନକୁ ପ୍ରେମ, ସହାନୁଭୂତି ଏବଂ କ୍ଷମାଭାବରେ ପୂର୍ଣ୍ଣ କରୁ। ବଳିଦାନର ଏହି ଦିନ ଆମକୁ ଶାନ୍ତି, ସମନ୍ୱୟ ଏବଂ ଦୟାର ପଥରେ ଚାଲିବାକୁ ପ୍ରେରଣା ଦେଉ ବୋଲି କାମନା କରିଛନ୍ତି ନବୀନ ।