
କିସ୍ତୱାଡ- ଜମ୍ମୁ କଶ୍ମୀରର କିସ୍ତୱାଡ ଜିଲ୍ଲାରେ ଛତ୍ରୁ ବନାଂଚଳରେ ଶୁକ୍ରବାରରୁ ଚାଲିଥିବାରୁ ଏନକାଉଂଟରରେ ଆଉ ଦୁଇ ଆତଙ୍କବାଦୀ ନିହତ ହୋଇଛନ୍ତି । ଏହାକୁ ମିଶାଇ ମୃତକଙ୍କ ସଂଖ୍ୟା ତିନି ଛୁଇଁଛି ।
ଜଣେ ବରିଷ୍ଠ ପୋଲିସ ଅଧିକାରୀଙ୍କ ମୁତାବକ ଅପରେସନରେ ଏବେ ସୁଦ୍ଧା ଆଉ 2 ଆତଙ୍କବାଦୀ ନିହତ ହୋଇଛନ୍ତି । ଅଂଚଳରେ ଅପରେସନ ଜାରି ରହିଛି ।