ଭୁବନେଶ୍ୱର– ସ୍ୱାଧୀନତା ସଂଗ୍ରାମୀ ମଙ୍ଗଲ ପାଣ୍ଡେଙ୍କୁ ନମନ କରିଛନ୍ତି ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ । ସୋସିଆଲ ମିଡିଆ ଏକ୍ସରେ କନକ ବର୍ଦ୍ଧନ ସିଂହଦେଓ କହିଛନ୍ତି ଯେ, ୧୮୫୭ ମସିହାର ସ୍ୱାଧୀନତା ସଂଗ୍ରାମର ନାୟକ, ଅମର ସହିଦ ମଙ୍ଗଳ ପାଣ୍ଡେ ଜୀଙ୍କୁ ତାଙ୍କ ସହିଦ ଦିବସରେ ମୋର କୋଟି କୋଟି ପ୍ରଣାମ।