
ଭୁବନେଶ୍ୱର- ସୁନ୍ଦରଗଡ଼ରେ ଥିବା ଏକ ମହାବିଦ୍ୟାଳୟର ହୀରକ ଜୟନ୍ତୀରେ ଯୋଗଦେବା ପାଇଁ ଯିବାବେଳେ ମସନିକାନା ଟୋଲ ଗେଟ୍ କର୍ମଚାରୀ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗରେ ଭସ୍ମା ଥାନା ପୋଲିସ ଜଣେ କର୍ମଚାରୀଙ୍କୁ ଗିରଫ କରିଛି । ଏହି ଗେଟ୍ ରେ ରହିଥିବା ସିସିଟିଭି ଫୁଟେଜକୁ ମଧ୍ୟ ଯାଂଚ୍ କରୁଛି ପୋଲିସ ।