ଭୁବନେଶ୍ୱର– କଟକର ମଙ୍ଗୁଳି ଷ୍ଟେସନ୍ ନିକଟରେ କାମାକ୍ଷା ଏକ୍ସପ୍ରେସ୍ ଲାଇନ୍ଚ୍ୟୁତ ହୋଇଛି । କାମାକ୍ଷା ଏକ୍ସପ୍ରେସ୍ର 2ଟି ବଗି ଲାଇନ୍ଚ୍ୟୁତ ହୋଇଯାଇଥିବା ସୂଚନା ମିଳିଛି । ବେଙ୍ଗଲୁରରୁ ଗୌହାଟି ଅଭିମୁଖେ ଯାଉଥିଲା କାମାକ୍ଷା ଏକ୍ସପ୍ରେସ୍ । କୌଣସି କ୍ଷୟକ୍ଷତିର ସୂଚନା ନାହିଁ ।