ଗଂଜାମ– ବ୍ରହ୍ମପର ଟାଉନ ଥାନା ଅଂଚଳରେ ଅଶ୍ଲୀଳ ଦଣ୍ଡ ଯାତ୍ରା ପ୍ରଦର୍ଶନ ଯୋଗୁଁ ସେହି ଅଂଚଳରେ ଉତ୍ତେଜନା ସୃଷ୍ଟି ହୋଇ ମାମଲା ଥାନାରେ ପହଞ୍ଚିବା ପରେ ପୁଲିସ୍ ଦଣ୍ଡ ଯାତ୍ରାର ଆୟୋଜକଙ୍କ ସମେତ ସାତ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ।