
ଭୁବନେଶ୍ୱର– ଭିଜିଲାନ୍ସ ଜାଲରେ କାର୍ଯ୍ୟ ନିର୍ବାହୀ ଅଧିକାରୀ । ଆୟ ବହିର୍ଭୁତ ସଂପତି ଠୁଳ କରିବା ଅଭିଯୋଗରେ ଖୋର୍ଦ୍ଧା ଜଟଣୀ ମୁନସିପାଲଟିର କାର୍ଯ୍ୟନିର୍ବାହୀନ ଅଧିକାରୀ ସୂର୍ଯ୍ୟମଣି ପାଟ୍ଟଜୋଶୀଙ୍କ ଘରେ ଭିଜିଲାନ୍ସ ରେଡ୍ କରିଛି । ଏହି ଚଢାଉରେ 9ଜଣ ଡିଏସପି, 4ଜଣ ଇନସପେକ୍ଟର, 13 ଏଏସଆଇ ଓ ଅନ୍ୟ ଷ୍ଟାଫ୍ ମାନେ ସାମିଲ ହୋଇଛନ୍ତି । ଭୁବନେଶ୍ୱର ସମେତ ଜଟଣୀ ବ୍ରହ୍ମପୁର ଓ ଗଂଜାମର 10ଟି ସ୍ଥାନରେ ଭିଜିଲାନ୍ସ ଚଢାଉ କରିଛି ।