
ଭୁବନେଶ୍ୱର– ସହିଦଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏକ୍ସ ହ୍ୟାଣ୍ଡେଲରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଭଗତ ସିଂହ, ସୁଖଦେବ ଓ ରାଜଗୁରୁଙ୍କୁ ଶ୍ରଦ୍ଧାଂଜଳି, ଯେଉଁମାନେ କି ଦେଶ ସ୍ୱାଧୀନତା ପାଇଁ ବଳିଦାନ ଦେଇଥିଲେ । ସେମାନଙ୍କର ବଳିଦାନ ଓ ମାତୃଭୂମି ପ୍ରତି ନିଷ୍ଠା ପିଢି ପରେ ପିଢିକୁ ପ୍ରେରଣା ଯୋଗାଇବ । ଜୟ ହିନ୍ଦ୍ ।