
ବଲାଙ୍ଗିର,ବଲାଙ୍ଗିର ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ରୂପେ ପରିଗଣିତ ହୋଇଛି।ରାଜ୍ୟ ପାଣିପାଗ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ଗତ ୨୪ ଘଣ୍ଟା ଭିତରେ ୪୦.୪( ୨.୭)୦ ଡିଗ୍ରୀ ଥିଲାବେଳେ ତା ତଳକୁ ଝାରସୁଗୁଡ଼ା ୩୯.୮(୨.୮) ,ମାଲକାନଗିରି ୩୯.୫, ହୀରାକୁଦ ୩୯.୧(୪.୧) ତିଗିଲାଗଡ ୩୯.୦ (୧.୧), ରହିଥିଲା। ବଲାଙ୍ଗିର ଜିଲ୍ଲାରେ ଉତ୍ତାପ ଅଧିକ ରହୁଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ସର୍ବ ସାଧାରଣ ପାନୀୟ ଜଳ ପାନିଛତ୍ର ଗୁଡିକ ଖୋଲା ଯାଇ ପାରିନାହିଁ। ଦିନ ଓ ରାତିର ଉତ୍ତାପ ବଢ଼ି ଯାଇଥିବା ରୁ ଲୋକେ ଦହାକ ବିକଳ ହେଉଛନ୍ତି।