
ଭୁବନେଶ୍ୱର– ଖଣ୍ଡପଡ଼ା ରେ ବନ ବିଭାଗ ପକ୍ଷରୁ ରେଷ୍ଟ ହାଉସ ନିର୍ମାଣ ପାଇଁ ପ୍ରସ୍ତାବ ରହିଛି।ବିଧାୟକ ଦୁଷ୍ମନ୍ତ ସ୍ୱାଇଁଙ୍କ ଏକ ପ୍ରଶ୍ନର ଉତ୍ତର ରେ ବିଭାଗୀୟ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ଆଜି ବିଧାନସଭାରେ ଏହି ସୂଚନା ଦେଇଛନ୍ତି।
ଶ୍ରୀ ଖୁଣ୍ଟିଆ କହିଛନ୍ତି ଯେ ଏ ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଅ ଯାଇଛି ଓ ସ୍ଥାନ ନିରୂପଣ ପାଇଁ କୁହା ଯାଇଛି। ଏ ସମ୍ପର୍କରେ ଫିଜିବିଲିଟୀ ରିପୋର୍ଟ ମିଳିବା ପରେ ଏ ବାବଦ ରେ କାମ ଆରମ୍ଭ ହେବ ବୋଲି ସେ ପ୍ରକାଶ କରିଛନ୍ତି।