
ଗୌହ୍ୱାଟୀ– ଆସାମ ଓ ମିଜୋରାମର ତିନି ଦିବସୀୟ ଗସ୍ତରେ ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ପୂର୍ବୋତ୍ତର ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଗୁରୁତ୍ୱପୂର୍ଣ୍ଣ ବୈଠକ କରିବେ । ବୈଠକର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଭାରତୀୟ ନ୍ୟାୟ ସଂହିତାର କ୍ରିୟାନ୍ୱୟନର ସମୀକ୍ଷା କରିବା, ଯାହାକି ଭାରତୀୟ ଦଣ୍ଡ ସଂହିତା ସ୍ଥାନରେ ଅଣାଯାଇଛି ।