
ନୂଆଦିଲ୍ଲୀ– ମହାରାଷ୍ଟ୍ରରେ ବିଧାନ ପରିଷଦର ଖାଲି ପାଂଚ ସିଟରେ ହେବାକୁ ଥିବା ଉପନିର୍ବାଚନକୁ ନେଇ ସରଗରମ ରହିଛି ମାହୋଲ । ବିଜେପି ରବିବାର 3 ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି ।
ରବିବାର ବିଜେପିର କେନ୍ଦ୍ରୀୟ ନିର୍ବାଚନ କମିଟି ମହାରାଷ୍ଟ୍ରରେ ହେବାକୁ ଥିବା ବିଧାନ ପରିଷଦର ଉପନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ତାଲିକା ଜାରି କରିଛି । ବିଜେପି ସନ୍ଦୀପ ଜୋଶୀ, ସଂଜୟ କେନେକର ଓ ଦାଦାରାଓ କେଚେଙ୍କୁ ଟିକେଟ ଦେଇଛି, ଯେଉଁମାନେ କି ମହାରାଷ୍ଟ୍ର ବିଧାନ ପରିଷଦ ଉପନିର୍ବାଚନ ଲଢିବେ ।