
ଭୁବନେଶ୍ୱର– କୁମାର କୃଷ୍ଣଚନ୍ଦ୍ର ରାୟ ଙ୍କ ୪ର୍ଥ “ସ୍ମୃତି ବାଖ୍ଯାନମାଳା” ଆଜି ବୁଧବାର ଦିନ ଅୟୋଜିତ ହେବାକୁ ଯାଉଛି l ଏଥିରେ ରାଜ୍ୟପାଳ ଡ. ହରିବାବୁ କୁମ୍ଭମପଟି ମୁଖ୍ୟ ଅତିଥି ଭାବେ ଯୋଗ ଦେବେ l ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ, ଭୁବନେଶ୍ବରରେ 12 ତାରିଖ ଦିନ ଅପରାହ୍ଣ ୪ .୩୦ ଘଟିକାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ପକ୍ଷରୁ ଏହି ସୂଚନା ଦିଆଯାଇଛି ।