
ନୁଆଦିଲ୍ଲୀ -ଆମେରିକା ନ୍ୟାସନାଲ ଇଣ୍ଟେଲିଜେନ୍ସ ଡାଇରେକ୍ଟର (ଡିଏନଆଇ)ତୁଳସୀ ଗାବାର୍ଡ ହିନ୍ଦ-ପ୍ରଶାନ୍ତ କ୍ଷେତ୍ରର ବହୁ ରାଷ୍ଟ୍ରୀୟ ଗ୍ରସ୍ତର ଅଂଶ ଭାବରେ ଜାପାନ ,ଥାଇଲ୍ୟାଣ୍ଡ ସହିତ ଭାରତ ଗ୍ରସ୍ତ କରିବେ।ଆମେରିକାର ରାଷ୍ଟ୍ରପତି ଡ୍ରୋନାଲ୍ଡ ଟ୍ରମ୍ପଙ୍କ ଶାନ୍ତି ଏବଂ ସ୍ୱତନ୍ତ୍ରତାର ଲକ୍ଷ୍ୟ ହାସଲ କରିବା ପାଇଁ ଦୃଢ ସମ୍ପର୍କ ସ୍ଥାପନ କରିବା ଏବଂ ଯୋଗାଯୋଗର ମାର୍ଗ ଖୋଲା ରଖିବା ଉଦ୍ଦେଶ୍ୟରେ ଗାବାର୍ଡ ଏହି ଗସ୍ତ କରୁଛନ୍ତି।
ଗାବାର୍ଡ ସୋଶିଆଲ ମିଡିଆ ପ୍ଲାଟଫର୍ମଏକ୍ସରେ ଏହି ସୁଚନା ଦେଇ ଲେଖିଛନ୍ତି ଯେ ଭାରତ-ପ୍ରଶାନ୍ତର ବହୁ ଜାତୀୟ ଗ୍ରସ୍ତରେ ଅଛି,ଏକ ଏଭଳି କ୍ଷେତ୍ର ଯାହା ମୁଁ ଭଲ ଭାବରେ ଜାଣେକାରଣ ମୁଁ ପ୍ରଶାନ୍ତ କ୍ଷେତ୍ରରେ ବଢିଥିଲି।ମୁଁ ଜାପାନ,ଥାଇଲ୍ୟାଣ୍ଡ ଏବଂ ଭାରତ ଗ୍ରସ୍ତ କରିବି।ଆମେରିକା ଫେରିବା ସମୟରେ ଫ୍ରାନ୍ସରେକିଛି ସମୟ ପାଇଁରହିବି।ଟ୍ରମ୍ପ ପ୍ରଶାସନର ଦ୍ୱିତୀୟ କାର୍ଯ୍ୟକାଳରେ ଜାତୀୟ ଗୁପ୍ତଚର ନିର୍ଦ୍ଦେଶକ ଭାବରେ ଦାୟିତ୍ୱ ଗ୍ରହଣ କରିବା ପରେ ଏହା ଗାବାର୍ଡଙ୍କ ଭାରତକୁ ପ୍ରଥମ ଗସ୍ତ ହେବ।