
ଭୁବନେଶ୍ୱର– ମାର୍ଚ୍ଚରୁ ଡହଡହ ଖରା । ଗତକାଲି ଦିନ 11ଟା 30 ସମୟରେ ଝାରସୁଗୁଡାରେ ତାପମାତ୍ରା 32° ସେଲସିୟସରେକର୍ଡ ହୋଇଥିବା ବେଳେ ଆଜି ଏଥିରେ 1.8° ସେଲସିୟସବୃଦ୍ଧି ପାଇ ଆଜି ଦିନ 11ଟା 30 ସମୟରେ 33.8° ସେଲସିୟସରେକର୍ଡ ହୋଇଛି l ଗତକାଲି ଝାରସୁଗୁଡାରେ ସର୍ବୋଚ୍ଚ ତାପମାତ୍ରା 37.4° ସେଲସିୟସରେକର୍ଡ କରାଯାଇଥିଲା ।