
ଭୋପାଳ-ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସରସଂଘଚାଳକ ଡ.ମୋହନରାଓ ଭାଗବତ ଆଜି ଭୋପାଳ ଆସୁଛନ୍ତି । ସେ ଏଠାରେ ଶାରଦା ବିହାର ଆବାସୀୟ ବିଦ୍ୟାଳୟ ପରିସରରେ ଆୟୋଜିତ ସଂଘର ଆନୁଷଙ୍ଗିକ ସଙ୍ଗଠନ ବିଦ୍ୟା ଭାରତୀର 5 ଦିବସୀୟ ଅଖିଳ ଭାରତୀୟ ପୂର୍ଣ୍ଣକାଳୀକ କାର୍ଯ୍ୟକର୍ତ୍ତା ଅଭ୍ୟାସବର୍ଗର ଔପଚାରିକ ଉଦଘାଟନ କରିବେ । ସଂଘ ମୁଖ୍ୟ ଅଖିଳ ଭାରତୀୟ ପୂର୍ଣ୍ଣକାଳିକ କାର୍ଯ୍ୟକର୍ତ୍ତାଙ୍କୁ ସଂବୋଧିତ କରିବେ ।