ଭୁବନେଶ୍ୱର– ପୁରୀରେ ଧରାପଡିଲା ବ୍ରାଉନସୁଗର ଚୋରା ଚାଲାଣକାରୀ । ତାଳବଣିଆ ପୋଲିସ ଜଣେ ବ୍ରାଉନସୁଗର ଚାଲାଣକାରୀକୁ ଧରିଥିବା ବେଳେ ତା ନିକଟରୁ 23 ଗ୍ରାମର ଧଳାଜହର ଜବତ କରାଯାଇଛି । ଏନେଇ ପୁରୀ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ବ୍ରାଉନସୁଗର ବିରୋଧରେ ପୋଲିସର ଅଭିଯାନ ଜାରି ରହିଛି ।