
ଗଂଜାମ, ଜରଡାଥାନା ତୁରୁବୁଡୁ ଗ୍ରାମରେ ବିଜେ କରିଥିବା ଚନ୍ଦ୍ରଶେଖର ମନ୍ଦିରରେ ଗତକାଲି ଚୋର ମାନେ ତାଲା ଭାଂଗି ମନ୍ଦିରର ହୁଣ୍ଡି ଭାଗିଂ ଟଂକା ଲୁଟ କରିଛନ୍ତି । ଏନେଇ ଥାନାରେ ଅଭିଯୋଗ ହେବା ହେବା ପରେ ପୁଲିସ୍ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି । ଗଂଜାମ ଜିଲାରେ ଲଗାତାର ମନ୍ଦିର ଚୋରୀ ଘଟଣା ସାଧାରଣରେ ତୀବ୍ର ଅସନ୍ତୋଷ ଦେଖାଦେଇଛି ।