
ନୂଆଦିଲ୍ଲୀ– ଉପରାଷ୍ଟ୍ରପତି ଜଗଦୀପ ଧନଖଡ କହିଛନ୍ତି ଯେ, ଭାରତ ଏବେ ପ୍ରତିଶ୍ରୁତି ଦେଉଥିବା ଦେଶ ନୁହେଁ । ଭାରତକୁ ଏବେ ସାପୁଆଙ୍କ ଦେଶ ମନେ କରାଯାଉନି । ଭାରତ ପୂରା ବିଶ୍ୱକୁ ନିଜ ସମ୍ଭାବନାକୁ ଆକର୍ଷିତ କରୁଛି । ଉପରାଷ୍ଟ୍ରପତି ଧନଖଡ ରବିବାର କେରଳ ରାଜ୍ୟର ତିରୁବନ୍ତପୁରମରେ ଗଣତନ୍ତ୍ର, ଜନସାଂଖିକ, ବିକାଶ ଓ ଭାରତର ଭବିଷ୍ୟ ବିଷୟ ଉପରେ ଚତୁର୍ଥ ପି.ପରମେଶ୍ୱରନଙ୍କ ଭାରତୀୟ ଭୂଲ୍ୟ ପ୍ରତି ଅତୁଟ ପ୍ରତିବଦ୍ଧତା, ଭାରତୀୟ ଲୋକାଚାରର ତାଙ୍କ ଗଭୀର ବୁଝାମଣା ଓ ଜାତୀୟ ଏକତା ପାଇଁ ତାଙ୍କ ଅକଥ ପ୍ରୟାସ ପିଢିକୁ ପ୍ରେରିତ କରୁଥିବ । ସାଂସ୍କୃତିକ ଭାବେ ନିହିତ ଓ ଆଧ୍ୟାତ୍ମିକ ଭାବେ ଜାଗ୍ରୃତ ଏକ ଆତ୍ମନିର୍ଭର ଭାରତ ପାଇଁ ତାଙ୍କ ଦୃଷ୍ଟିକୋଣରେ ପୂରା ଦେଶରେ ଗଭୀର ଭାବେ ଗୁଂଜରିତ ହୋଇଥାଏ ।