
ନୂଆଦିଲ୍ଲୀ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଓ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ଆଜି ଜମ୍ମୁ-କଶ୍ମୀରର କଟରାରେ ପହଂଚିବେ । ସେ ସେଠାରେ ମାତା ବୈଷ୍ଣ ଦେବୀଙ୍କ ଦର୍ଶନ କରିବେ । କେନ୍ଦ୍ରମନ୍ତ୍ରୀ ନଡ୍ଡା ପ୍ରାୟ ସାଢେ 12ଟା ବେଳେ ମାତା ବୈଷ୍ଣ ଦେବୀଙ୍କ ମନ୍ଦିରରେ ପହଂଚିବେ । ଏହି ଅବସରରେ ସେ ମାତାଙ୍କ ଦର୍ଶନ ଓ ପୂଜନ କରିବେ ।