
ଭୁବନେଶ୍ୱର– ସମ୍ବଲପୁର ଜିଲ୍ଲା ଉପ ସଭାପତି ଫଣୀ ଭୂଷଣ ମିଶ୍ରଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏକ୍ସ ହ୍ୟାଣ୍ଡେଲରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଆମ ଦଳର ସମ୍ବଲପୁର ଜିଲ୍ଲା ଉପ ସଭାପତି ଫଣୀ ଭୂଷଣ ମିଶ୍ର (ଫଣୀ ଭାଇ)ଙ୍କ ଅସୁସ୍ଥତା ଖବର ପାଇ ତାଙ୍କୁ ଭେଟିଲି । ମା’ ସମଲେଶ୍ୱରୀଙ୍କ ପାଖରେ ତାଙ୍କର ଉତ୍ତମ ସ୍ୱାସ୍ଥ୍ୟ ଓ ଆଶୁ ଆରୋଗ୍ୟ କାମନା କରୁଛି ।