ଭୁବନେଶ୍ୱର– ନନ୍ଦନକାନନରେ ନୂଆ ଅତିଥି । ବାଘୁଣୀ ଅଙ୍କିତା ଠାରୁ ଜନ୍ମନେଲା ବାଘ ଛୁଆ । ଉଭୟ ମା ଓ ଛୁଆଙ୍କୁ ସିସିଟିଭି ଜରିଆରେ ନଜର ରଖାଯାଇଛି । ବର୍ତମାନ ନନ୍ଦନକାନନରେ ମୋଟ 28 ବାଘ ଅଛନ୍ତି ।