
ଭୁବନେଶ୍ୱର- ତଳମୂଳ ସ୍ଥିତ ଶନିଶ୍ଚର ମନ୍ଦିରରେ ଦର୍ଶନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏକ୍ସ ହ୍ୟାଣ୍ଡେଲରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଅନୁଗୋଳ ତଳମୂଳ ସ୍ଥିତ ଶନିଶ୍ଚର ମନ୍ଦିରରେ ଦର୍ଶନ କରିବାର ସୌଭାଗ୍ଯ ପ୍ରାପ୍ତ ହେଲା । ଶନିଶ୍ଚର ଦେବଙ୍କ ପାଖରେ ସମସ୍ତଙ୍କ ସୁଖ, ଶାନ୍ତି ଓ ମଙ୍ଗଳ କାମନା କରୁଛି ।